ଚିକିତ୍ସା ନିମନ୍ତେ ଡ଼ାକ୍ତରୀ ଟିମ ସହିତ ଦନ୍ତା ଉପରେ ନଜର ରଖିଛି ବନବିଭାଗ

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ। ବର୍ଷତମାମ ରାସଗୋବିନ୍ଦପୁର ଓ ବେତନଟୀ ଦୁଇଟି ରେଞ୍ଜ ଅଧୀନରେ ରହିଥିବା ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ଏବଂ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ଘଟୁଥିବା ବେଳେ ହାତୀ ଉପଦ୍ରବ ଲୋକଙ୍କ ଆଖିରୁ ନିଦ ହଯାଇଦେଇଛି। ଏକ ଆହତ ଝାଡ଼ଖଣ୍ଡୀ ଦନ୍ତା ବେତନଟୀ ରେଞ୍ଜ ତଥା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ଅଧିନ … Continue reading ଚିକିତ୍ସା ନିମନ୍ତେ ଡ଼ାକ୍ତରୀ ଟିମ ସହିତ ଦନ୍ତା ଉପରେ ନଜର ରଖିଛି ବନବିଭାଗ